ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ । ଜଣେ ଆହାତ । ଗୋଟିଏ ଗୋଷ୍ଠୀର ଥାନା ସମ୍ମୁଖରେ ମଧ୍ୟରାତ୍ରରେ ଧାରଣା ।