SIRକୁ ବିଜେଡିର ସମର୍ଥନ; ଅଯୋଗ୍ୟଙ୍କୁ ବାଦ ବାହାନାରେ ଯୋଗ୍ୟ ବଞ୍ଚିତ ହେଲେ ଆନ୍ଦୋଳନ କରିବ ଦଳ
2025-08-21 1 Dailymotion
ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶାରେ ହେବ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ । ପ୍ରବାସୀ ଏବଂ ଅସ୍ଥାୟୀ କର୍ମଚାରୀ ତାଲିକାରୁ ବାଦ ନ ପଡ଼ନ୍ତି ସେ ସମ୍ପର୍କରେ ଧ୍ୟାନ ଦେବାକୁ ଅନୁରୋଧ ।