Surprise Me!

ମହିଳା ସୁରକ୍ଷା ନେଇ ସରକାରଙ୍କ ବଡ ପଦକ୍ଷେପ, ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା-ଲିଗାଲ ଭଲ୍ୟୁଣ୍ଟର

2025-08-21 0 Dailymotion

ପୀଡ଼ିତାଙ୍କୁ ନ୍ୟାୟ ଦେବେ ପାରା ଲିଗାଲ ଭଲ୍ୟୁଣ୍ଟର । ମହିଳା ଏବଂ ଶିଶୁ ସୁରକ୍ଷାକୁ ନେଇ ସରକାରଙ୍କ ପକ୍ଷରୁ ପ୍ରତି ପଂଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର ।

Buy Now on CodeCanyon