ସେଲାଙ୍ଗର ଆନ୍ତର୍ଜାତୀୟ ରେଗାଟା 2025ରେ ଏକ ମାତ୍ର ଭାରତୀୟ ଭାବେ ଓ୍ବିଣ୍ଡସର୍ଫିଂ କରି ପ୍ରଥମ ସ୍ଥାନ ଅଧିକାର କଲେ ଓଡ଼ିଆ ପୁଅ ସୌମ୍ୟଜିତ ରୟ ।