ନାବାଳିକାଙ୍କୁ ଫସେଇ ବିବାହ ପରେ ପ୍ରତାରଣା: ବିଶାଖାପାଟଣାରୁ ଗିରଫ ହେଲେ ଫେରାର ଏସଆଇ
2025-08-21 0 Dailymotion
ଶେଷରେ ବନ୍ଧାହେଲେ ପୋଲିସ ଏସଆଇ । ଫେରାର ଥିବା ଦର୍ଶାଇ ତାଙ୍କୁ ଗିରଫ କରିନ ଥିଲା ଜଗତ୍ସିଂହପୁର ପୋଲିସ । ଗତକାଲି ତାଙ୍କୁ ବିଶାଖାପାଟଣାରୁ ଗିରଫ କରାଯାଇଥିଲା । ଆଜି ତାଙ୍କୁ କୋର୍ଟଚାଲାଣ କରାଯାଇଛି।