ବିପର୍ଯ୍ୟୟ ମୁକାବିଲା, କେନ୍ଦ୍ରକୁ ସାଢ଼େ ୧୦ ହଜାର କୋଟି ସହାୟତା ଦାବି କଲା ଓଡ଼ିଶା
2025-08-21 1 Dailymotion
ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ ପରିବହନ ପାଇଁ ଭିତ୍ତିଭୂମି ବିକଶିତ କରିବା ଓ ଧନଜୀବନ ସୁରକ୍ଷା ପାଇଁ କେନ୍ଦ୍ରସରକାରଙ୍କୁ ୧୦ ହଜାର ୫୦୦ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ସହାୟତା ମାଗିଛନ୍ତି ରାଜ୍ୟ ସରକାର ।