ସାରା ରାତି ବିଦ୍ୟାଳୟ ଘରେ ବନ୍ଦ ରହିଲା ଦ୍ଵିତୀୟ ଶ୍ରେଣୀରେ ପଢୁଥିବା କୁନି ଛାତ୍ରୀ । ସକାଳ ସମୟରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।