ସାମାନ୍ୟ ବର୍ଷା ଯୋଗୁଁ ଡାଳିମ୍ବପୁର ଗାଁରେ ଥିବା ବିଜୁ ସେତୁର ସଂଲଗ୍ନ ରାସ୍ତା ବର୍ତ୍ତମାନ ଧୋଇ ହୋଇଯାଇଛି । ନିମ୍ନମାନର କାମ ହୋଇଥିବା ଅଭିଯୋଗ ।