Surprise Me!

ଶ୍ରୀମନ୍ଦିରରେ ଲାଗିବ ସୂଚନା ଫଳକ, ଅମାନିଆଙ୍କ ପାଇଁ ଆସିବ କଡା ନିୟମ !

2025-08-22 0 Dailymotion

ଶ୍ରୀମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥା ଏବେ ଚର୍ଚ୍ଚାରେ ରହିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଶ୍ରୀମନ୍ଦିର ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ।

Buy Now on CodeCanyon