୨୧ଟି NAC ଗଠନ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ୭ଟି ଜିଲ୍ଲାର ୧୨ଟି ନୂଆ NACର ଡ୍ରାଫ୍ଟ ନୋଟିସ୍ ଜାରି ହୋଇଥିବା ବେଳେ ବାକି ୯ଟି ପାଇଁ ସସ୍ପେନ୍ସ ଜାରି।