କାଳିଆପାଣି ଅଞ୍ଚଳର ଅପହରଣ ଝିଅ ମଧ୍ୟପ୍ରଦେଶରୁ ଉଦ୍ଧାର । ନାବାଳିକା କନ୍ୟା ସହ ବିବାହ କରିଥିବା ଅଭିଯୁକ୍ତ ବରକୁ ଉଠାଇ ଆଣିଲା ପୋଲିସ । ଅଭିଯୁକ୍ତ ଥାନାରେ ଅଟକ ।