କିକ୍ ବକ୍ସିଂରେ ବ୍ରହ୍ମପୁରର ଅମିତଙ୍କୁ ମିଳିଲାଣି ଅନେକ ସଫଳତା । ଜାତୀୟ ପ୍ରତିଯୋଗିତା ପାଇଁ ଜାରି ରଖିଛନ୍ତି ନିୟମିତ ଅଭ୍ୟାସ ।