ଚଳିତ ବର୍ଷ ନିଟ୍ ପିଜି ପରୀକ୍ଷାରେ ପ୍ରଥମ ରାଙ୍କ୍ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି କଟକର ଡକ୍ଟର ପୁଷନ ମହାପାତ୍ର ।