ଗଣେଶ ମୂର୍ତ୍ତି ପାଇଁ ବେଶ ପରିଚିତ ଖୋର୍ଦ୍ଧା ଜିଲ୍ଲା କାକରୁଦ୍ରପୁର ଗାଁ । କଞ୍ଚା ମାଟିକୁ ଜୀବନ ଦିଅନ୍ତି କାରିଗର । କ'ଣ ରହିଛି ସେମାନଙ୍କ ସମସ୍ୟା ।