ଖଣ୍ଡଗିରି ଥାନା ପୋଲିସ ପୂର୍ବରୁ କିଲର କାର୍ ଥାର୍ ଜବତ କରିଥିବା ବେଳେ ଏବେ ସ୍କର୍ପିଓ କାର୍ କୁ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଗିରଫ କରିଛି।