ସରକାରୀ ଟଙ୍କା ହଡପ ଏବଂ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ କଟକ ସିଡିଏମଓ ଅଫିସର ସିନିୟର ଆସିଷ୍ଟାଣ୍ଟ । କଟକ-ଭୁବନେଶ୍ବର ଅଞ୍ଚଳରେ ୧୯ଟି ଦାମୀ ପ୍ଲଟ ଠାବ ।