ବେଙ୍ଗାଲୁରୁରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଖବର ପହଞ୍ଚିଲା NEET ପରୀକ୍ଷାରେ ମିଳିଛି ସଫଳତା । ଏମ୍.କେ.ସି.ଜିରେ ନାମ ଲେଖାଇବେ ଶୁଭମ୍ ।