ଘରକୁ ମିନି ମ୍ୟୁଜିୟମ କରିଛନ୍ତି ଅନୁଗୋଳର 70 ବର୍ଷୀୟ ତ୍ରେତାନନ୍ଦ ସାମନ୍ତ । ଦୀର୍ଘ 40 ବର୍ଷ ଧରି ସାଇତିଛନ୍ତି ଦେଶବିଦେଶର ମୁଦ୍ରା, ଡାକ ଟିକଟ, ନୋଟ ।