ଦୁର୍ଗା ପୂଜା ନେଇ କଟକରେ ପ୍ରସ୍ତୁତି ବୈଠକ । ରାସ୍ତା ଉପର ଦେଇ କୌଣସି ତୋରଣ କିମ୍ବା ଲାଇଟ ଗେଟ ନିର୍ମାଣ କରିବା ପାଇଁ ଅନୁମତି ଦିଆଯିବନାହିଁ କହିଲେ ଜିଲ୍ଲାପାଳ