ପାର୍କିଂରେ ଅଘଟଣ ଘଟି ପ୍ରଥମ ମହଲାରେ ପାର୍କିଂ ହୋଇଥିବା ଏକ ଗାଡ଼ି ତଳକୁ ଖସି ପଡିଛି । ଦୁର୍ଘଟଣାରେ ଡ୍ରାଇଭର ଗୁରୁତର । ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ଅସନ୍ତୋଷ ।