କଟକ ତୁଳସୀପୁରର ମୁକ ଓ ବଧିର ସଂଘ । 15 ବର୍ଷ ଧରି ଗଢୁଛନ୍ତି ଗଣେଶଙ୍କ ମୂର୍ତ୍ତି ଆଉ ସାଙ୍କେତିକ ଭାଷାରେ କରୁଛନ୍ତି ପୂଜାର୍ଚ୍ଚନା ।