ପୁରୁଣା କିନ୍ତୁ ସ୍ମୃତି ସଜଳ । ଏଥିରୁ ଧୂଳି ଝାଡିବା ବେଳେ ଲାଗେ, ଯେମିତି ସାଇତା ସାମଗ୍ରୀ ନୁହେଁ, ନିଜ ମନ ଦର୍ପଣ ସଫା ହୋଇଯାଏ..ତା ଭିତରେ ଦିଶିଯାଏ ଅତୀତ ।