ଗଳାବାଟରେ ଶ୍ରୀମନ୍ଦିରକୁ ପ୍ରବେଶ ନେଇ ଭକ୍ତଙ୍କଠାରୁ ଆଦାୟ ହେଉଛି ଟଙ୍କା । ବେଆଇନ କାରବାର ରୋକିବାରେ ପ୍ରଶାସନର ବିଫଳତାକୁ ଭକ୍ତଙ୍କ କଡା ସମାଲୋଚନା ।