ଓଡ଼ିଶାରେ ଥିବା 20ଟି ଏୟାର ଷ୍ଟ୍ରିପ୍ କୁ ଡେଭେଲପ କରିବା ପାଇଁ ଯୋଜନା ରଖିଥିବା ସୂଚନା ଦେଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ।