57ତମ ଏସିଆନ ବଡି ବିଲ୍ଡିଂ ଚାମ୍ପିୟନସିପରେ ବ୍ରୋଞ୍ଜ ଜିତିଲେ ବାଲେଶ୍ବରର ଅବସର ପ୍ରାପ୍ତ ସରକାରୀ କର୍ମଚାରୀ 65 ବର୍ଷିୟ ମନୋଜ ବିହାରୀ ଦାସ ।