୩୧ ବର୍ଷ ପରେ ଓଡ଼ିଶାରେ ଜାତୀୟ ସମ୍ମିଳନୀ; ଉଦଘାଟନ କରିବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା
2025-08-28 3 Dailymotion
ଦୁଇ ଦିନିଆ ସମ୍ମିଳନୀରେ ସାଂସଦ, ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମିତିର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ସମେତ ୧୨୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ।