ସଙ୍ଖୁଆ ପୋଲ ପାର୍ଶ୍ଵରେ ଶୌଚ ହେବା ବେଳେ ବନ୍ୟା ପାଣିରେ ଛାତ୍ର ନିଖୋଜ । ଗଣେଶ ପୂଜାରେ ଯୁବକଙ୍କ ମୃତଦେହ ଉଦ୍ଧାର କଲା ଓଡ୍ରାଫ ଟିମ ।