ନିଃସ୍ବାର୍ଥପର ସେବାର ଅନ୍ୟ ନାମ ପଦ୍ମଶ୍ରୀ କେ.ଏମ୍ ପାଠୀ, 85 ବର୍ଷରେ ବି ଥକି ପଡିନାହାନ୍ତି
2025-08-30 83 Dailymotion
40 ବର୍ଷ ହେଲା ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଉଛନ୍ତି ପ୍ରସିଦ୍ଧ ଅସ୍ଥିଶଲ୍ୟ ବିଶେଷଜ୍ଞ ପଦ୍ମଶ୍ରୀ କୃଷ୍ଣ ମୋହନ ପାଠୀ । ସେବା ପାଇଁ ପଦ୍ମଶ୍ରୀ ପୁରସ୍କାରରେ ହୋଇଛନ୍ତି ସମ୍ମାନିତ ।