ଅନ୍ୟମାନଙ୍କ ପାଇଁ ଉଦାହରଣ ପୁରୀ ନିମାପଡ଼ାର ଯୁବ ସମାଜସେବୀ ବିକ୍ରମ । ୩୦ରୁ ଅଧିକ ଗରିବ ପରିବାରକୁ ପୋଷ୍ୟ ଗ୍ରହଣ କରିବା ସହ ୫୦୦ରୁ ଅଧିକ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିଛନ୍ତି ।