ନୂଆଦିଲ୍ଲୀରେ ଆୟୋଜିତ 'ସେମିକନ୍ ଇଣ୍ଡିଆ 2025'ରେ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରଥମ ସ୍ବଦେଶୀ ଚିପ୍ସ ପ୍ରଦାନ କରିଥିଲେ । ତନ୍ମଧ୍ୟରୁ ଗୋଟିଏ ବ୍ରହ୍ମପୁର ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ବିକଶିତ ହୋଇଛି ।