Surprise Me!

ଗଣମାଧ୍ୟମ ଭାବରେ ETVର ଅବଦାନ ପ୍ରଶଂସନୀୟ: ରାଜ୍ୟପାଳ ହରିବାବୁ

2025-09-03 1 Dailymotion

30 years of Enadu TV, ଭୁବନେଶ୍ବର: ସମାଜ ପ୍ରତି ଇଟିଭିର ଅବଦାନ ଅନନ୍ୟ । ଏକଦା ଇଟିଭି ପକ୍ଷରୁ ପ୍ରସାରିତ ବହୁବିଧ କାର୍ଯ୍ୟକ୍ରମ ଦେଶରେ ଏକ ଆଲୋଡନ ସୃଷ୍ଟି କରିଥିଲା । ସବୁ ବର୍ଗଙ୍କ ପାଇଁ ଇଟିଭି ବିଶେଷ କାର୍ଯ୍ୟକ୍ରମଗୁଡ଼ିକୁ ହାତକୁ ନେଇ ସମାଜରେ ଏକ ଉଦାହରଣ ସୃଷ୍ଟି କରିଥିଲା । ଅନ୍ନଦାତା କାର୍ଯ୍ୟକ୍ରମ କୃଷି ଏବଂ କୃଷକ ପାଇଁ ଖୁବ ଉପାଦେୟ ହୋଇପାରୁଥିଲା । ସେହିପରି ମନୋରଞ୍ଜନ କ୍ଷେତ୍ରରେ ଇଟିଭିର ବହୁ କାର୍ଯ୍ୟକ୍ରମ ଲୋକପ୍ରିୟତା ହାସଲ କରିଥିଲା ବୋଲି ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି କହିଛନ୍ତି । ଇଟିଭି (Enadu TV)ର 30 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟପାଳଙ୍କୁ ପ୍ରୀତି ଉପହାର ଭେଟି ଦେଇଛନ୍ତି ଇଟିଭି ଭାରତର ସାମ୍ବାଦିକ ।

ରାଜ୍ୟପାଳଙ୍କ ଇଟିଭି ଅନୁଭୂତି:

ଏହି ଅବସରରେ ରାଜ୍ୟପାଳ କହିଛନ୍ତି, ‘ଛାତ୍ର ଜୀବନରେ ସମୟରେ ଇଟିଭି (Enadu TV) ହିଁ ଏକମାତ୍ର ପ୍ରସାରିତ ସମ୍ବାଦପତ୍ର ଥିଲା । ଗଣମାଧ୍ୟମ ଭାବରେ ଇଟିଭି (Enadu TV)ର ଉଲ୍ଲେଖଯୋଗ୍ୟ ଅବଦାନ ରହିଛି ଯାହା ସବୁବେଳେ ପ୍ରଶଂସନୀୟ ।’ ଇଟିଭି (Enadu TV)ର 30 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ଇଟିଭି ଭାରତର ପ୍ରତିନିଧିବୃନ୍ଦ ।

ଏହା ମଧ୍ୟ ପଢନ୍ତୁ

ଇଟିଭିର ସ୍ବର୍ଣ୍ଣିମ 30 ବର୍ଷ ପୁର୍ତ୍ତି: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

Buy Now on CodeCanyon