ଲଘୁଚାପ ଜନିତ ବର୍ଷା ଯୋଗୁ ଯାଜପୁରରେ କୃତିମ ବନ୍ୟା ପରିସ୍ଥିତି। ଜିଲ୍ଲାର ପ୍ରସିଦ୍ଧ ବରାହ ମନ୍ଦିରର ଗର୍ଭ ଗୃହରେ ପଶିଲା ପାଣି। ବୁଡ଼ିଲା ବାଲେଶ୍ବର ସହର।