ରାତିରେ ରୋଷେଇ କରୁଥିବା ସମୟରେ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ବାମୀ । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଦେଓଗାଁରେ ଘଟିଛି ଏହି ଅଘଟଣ ।