ଗୋବରୀ ନଦୀ କୂଳରେ ଆବର୍ଜନା ଫିଙ୍ଗିବା ଫଳରେ ପରିବେଶ, ମଣିଷ ଓ ଜୀବଜନ୍ତୁ ପ୍ରଭାବିତ । ନଦୀ ପ୍ରଦୂଷଣରେ ଜଳଜୀବଙ୍କ ବଂଶ ନାଶ ହେବାରେ ଲାଗିଛି ।