କାମ କରୁଥିବା ବେଳେ ଜାହାଜରୁ ଖସିପଡିଲେ 2 କ୍ରିଉ ମେମ୍ବର । ଜଣେ ନିଖୋଜ ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇଛି ।