ଏମଭି ଲକ୍କି ଡ୍ରାଗନ (Lucky Dragon) ମାଲ ପରିବହନକାରୀ ଜାହାଜ ଆମେରିକା ପାନାମାରୁ ପିଗ୍ ଆଇରନ ନେଇ ପାରାଦ୍ବୀପ ଆସିଥିଲା । ଏଥିରେ ଥିଲେ 23 ଜଣ କର୍ମଚାରୀ ।