ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ବଡ଼ ସଫଳତା, ସିଲିକା ନାନୋଜେଲ ଇନଜେକ୍ଟର ଡିଭାଇସକୁ ମିଳିଲା ପେଟେଣ୍ଟ ମାନ୍ୟତା
2025-09-06 162 Dailymotion
ମଣିଷ ଶରୀରରେ ହେଉଥିବା ଜଟିଳ ରୋଗ କ୍ଷେତ୍ରରେ ବହୁ ସହଜରେ ଏହାରି ମାଧ୍ୟମରେ ପ୍ରକୃତ ସ୍ଥାନ ବା ଗୁରୁତ୍ୱପୂର୍ଣ୍ଣ ଆଭ୍ୟନ୍ତରୀଣ ଅଙ୍ଗ ନିକଟରେ ଔଷଧ ପହଞ୍ଚା ଯାଇପାରିବେ ।