Surprise Me!

କୌଳିକ ବୃତ୍ତିକୁ ଆପଣାଇଛନ୍ତି ଝିଅ ସୋମା, ମାଟିରେ ଗଢୁଛନ୍ତି ଜୀବନ୍ତ ପ୍ରତିମୂର୍ତ୍ତି

2025-09-06 24 Dailymotion

ଲକ୍ଷ୍ୟ ଥିଲା ଜଣେ ଭଲ ଜୁଡୋ କରାଟେ ଖେଳାଳି ହେବେ । ପରିସ୍ଥିତିରେ ପଡି ମାଟିକୁ ଜୀବନ୍ତ ରୂପ ଦେବା ପାଇଁ ଲାଗିପଡିଛନ୍ତି ସୋମା ।

Buy Now on CodeCanyon