Surprise Me!

ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀ ଗଲେ ନବୀନ; ବଢ଼ିଲା ରାଜନୈତିକ ଚର୍ଚ୍ଚା

2025-09-07 3 Dailymotion

ସୁସ୍ଥ ହେବା ପରେ ନବୀନଙ୍କର ଏହା ହେଉଛି ପ୍ରଥମ ଥର ନୂଆଦିଲ୍ଲୀ ଗସ୍ତ। ଏହା ଛଡ଼ା ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Buy Now on CodeCanyon