ଚିକିତ୍ସାଧୀନ ଅବସ୍ଥାରେ ଗାୟକ ଅଭିଜିତ ମଜୁମଦାର । ଏପରି ସମୟରେ ପୁରୀ ବେଳାଭୂମିରେ ବାଲୁକା ଚିତ୍ରକଳା ମାଧ୍ୟମରେ ତାଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।