ଉପ-ରାଷ୍ଟ୍ରପତି ନିର୍ବାଚନରେ ଅନୁପସ୍ଥିତ ରହିବ ବିଜେଡି । ଉପ-ରାଷ୍ଟ୍ରପତି ନିର୍ବାଚନ ନେଇ ଦଳର ନିଷ୍ପତ୍ତି ଜଣାଇଲେ ସସ୍ମିତ ପାତ୍ର ।