ଏଥର ଗାଁରେ ହେବ ଅଭିଯୋଗ ଶୁଣାଣି । ଖୋର୍ଦ୍ଧା ଜିଲ୍ଲାର ପ୍ରତି ବ୍ଲକରେ ଆରମ୍ଭ ହେଲା 'ପଲ୍ଲୀରେ ପ୍ରଶାସନ' ନାମକ ଏକ ନିଆରା କାର୍ଯ୍ୟକ୍ରମ ।