Surprise Me!

ଦିଲ୍ଲୀରେ ମୋହନ-ମନମୋହନ, ହୋଇପାରେ ରାଜ୍ୟ ମନ୍ତ୍ରୀମଣ୍ଡଳ ଓ ସଙ୍ଗଠନର ନବକଳେବର

2025-09-09 4 Dailymotion

ଉପରାଷ୍ଟ୍ରପତି ନିର୍ବାଚନ ପରେ ରାଜ୍ୟର ସରକାରଙ୍କ ମନ୍ତ୍ରୀମଣ୍ଡଳ ଓ ସଙ୍ଗଠନର ହୋଇପାରେ ନବକଳେବର । ରାଜ୍ୟ ବିଜେପି ସଭାପତି ଓ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ।

Buy Now on CodeCanyon