Surprise Me!

ତାରାତାରିଣୀ ପୀଠରେ ଅନ୍ନ ପ୍ରସାଦ ବ୍ୟବସ୍ଥା, 30 ମିନିଟରେ 10000 ଲୋକଙ୍କ ପାଇଁ ରୋଷେଇ

2025-09-09 355 Dailymotion

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା' ତାରାତାରିଣୀଙ୍କ ପୀଠରେ ଆରମ୍ଭ ହୋଇଛି ପ୍ରସାଦ ସେବନ ବ୍ୟବସ୍ଥା । ଅତ୍ୟାଧୁନିକ ପାକଶାଳାରେ ରନ୍ଧାହେବା ସହ ଶୀତତାପ ନିୟନ୍ତ୍ରିତ କୋଠରୀରେ ଭକ୍ତ ଖାଇଲେ ଅନ୍ନ ପ୍ରସାଦ ।

Buy Now on CodeCanyon