Surprise Me!

ନିଆରା ପଟ୍ଟଚିତ୍ର କଳା ପାଇଁ ଯୁବଶିଳ୍ପୀଙ୍କୁ ମିଳିଲା ଜିଆଇ ସାର୍ଟିଫିକେଟ, ଦେଢଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକନ୍ତି ପଟ୍ଟଚିତ୍ର

2025-09-09 46 Dailymotion

ଐତିହ୍ୟ ରଘୁରାଜପୁରର ଯୁବ ପଟ୍ଟଚିତ୍ର ଶିଳ୍ପୀ ସୁଶାନ୍ତ ମହାରଣାଙ୍କୁ ଜିଆଇ ରେଜିଷ୍ଟ୍ରି ପକ୍ଷରୁ ମିଳିଛି ପାର୍ଟ-ବି ସାର୍ଟିଫିକେଟ । ଖୁସି ପ୍ରକାଶ କଲେ ଅନ୍ୟ ପଟ୍ଟଚିତ୍ର ଶିଳ୍ପୀ ।

Buy Now on CodeCanyon