ବିଜେଡି ଛାଡିଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ । ଗଢ଼ିଲେ ନିଜସ୍ବ ସାମାଜିକ ସଂଗଠନ 'ବିଜୁ ସ୍ୱାଭିମାନ ମଞ୍ଚ' ।