ସମ୍ବଲପୁରରେ କଷ୍ଟ ଦେଉଛି କୁଷ୍ଠ: ଶିଳ୍ପାଞ୍ଚଳ ଓ ସହରାଞ୍ଚଳରେ ବଢୁଛି ରୋଗୀଙ୍କ ସଂଖ୍ୟା
2025-09-10 3 Dailymotion
କଷ୍ଟ ଦେଉଛି କୁଷ୍ଠ । ସଚେତନତା ସତ୍ତ୍ୱେ ଜିଲ୍ଲାରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଶେଷ କରି ଜିଲ୍ଲାର ରେଙ୍ଗାଲି ଓ ସହରାଞ୍ଚଳରେ ଅଧିକ ସଂଖ୍ୟକ କୁଷ୍ଠରୋଗୀ ଚିହ୍ନଟ ହୋଇଛନ୍ତି ।