ଅଣଛାତ୍ରଙ୍କ କବଜାରେ ବିଶ୍ୱବିଦ୍ୟାଳୟ ହଷ୍ଟେଲ, ଆକ୍ସନ ମୋଡରେ କର୍ତ୍ତୃପକ୍ଷ
2025-09-10 0 Dailymotion
ରାଜ୍ୟରେ ଗୋଟିଏ ପରେ ଗୋଟିଏ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ରହି ଆସୁଛନ୍ତି ଅଣଛାତ୍ର । ଉତ୍କଳ ବିଶ୍ବବିଦ୍ୟାଳୟରେ କର୍ତ୍ତୃପକ୍ଷଙ୍କ ଚଢାଉ ପରେ ଅନ୍ୟ ବିଶ୍ୱବିଦ୍ୟାଳୟରେ ମଧ୍ୟ ନଜର ରଖିବାକୁ ଦାବି ଉଠିଛି ।