ଫାର୍ମାସୀ ଛାତ୍ରଙ୍କ ଟାଏକୋଣ୍ଡୋ ନିଶା; ନିଜେ ଜିତିଛନ୍ତି ବ୍ଲାକବେଲ୍ଟ, କୋଚ୍ ସାଜି ଗଢୁଛନ୍ତି ଅନ୍ତର୍ଜାତୀୟ ସ୍ତରର ଖେଳାଳି
2025-09-10 39 Dailymotion
22 ବର୍ଷୀୟ ଯୁବକ ନିଜେ ଟାଏକୋଣ୍ଡୋ ଖେଳି ସଫଳତା ହାସଲ କରୁଛନ୍ତି । ଏପଟେ କୋଚ୍ ସାଜି ପିଲାଙ୍କୁ ମଧ୍ୟ ଜାତୀୟଠୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ପହଞ୍ଚାଉଛନ୍ତି ।