ଇଡକୋ ଏରିଆରୁ ହୋଲ୍ଡିଂ ଟାକ୍ସ ଆଦାୟ ପାଇଁ ବିଏମସି କାମ କରିବ। ଏହାସହ ୭୦ଟି ସ୍କୁଲରେ ଫାଇଲେରିଆ ସଚେତନତା ପାଇଁ ସ୍ପେଶାଲ କ୍ୟାମ୍ପେନ କରାଯିବ ବୋଲି କମିଶନର ଚଞ୍ଚଳ ରାଣାଙ୍କ ସୂଚନା।